ମିଶିବା

ଉଇକିଅଭିଧାନ‌ରୁ

ମିଶିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମିଶ୍ରଧାତୁ)[ସମ୍ପାଦନା]

୧. ଏକତ୍ର ମିଶ୍ରିତ ହେବା; ଭେଟିବା — ୩. To meet with; to join.

[ଉ—ମିଶେ କି ସେ ଆଲୋକରେ , ଉତ୍ତମ ରାମା ଅଙ୍କରେ, ଘେନି ବସେ ପଲଙ୍କରେ, କି ହିମକରେ—ଭଞ୍ଜ. ପ୍ରେମସୁଧାନିଧି ]

୪. ଆକ୍ରମଣ କରିବାକୁ ବା ମାରିବାକୁ ଉଦ୍ୟତ ହୋଇ କୌଣସି ବ୍ୟକ୍ତି ନିକଟକୁ ଲାଗି ଆସିବା ବା ଦଉ଼ଡ଼ି ଆସିବା —୪. To rush to a person to attack him.

(ଯଥା—ମାରି ମିଶିବା ଅର୍ଥାତ୍ ମାରିବାକୁ କୌଣସି ବ୍ୟକ୍ତି ନିକଟକୁ ଉହୁଙ୍କି ଆସିବା

[ଉ—ବହେ ସାୟକ ଶର, ପ୍ରସରି ବହନର, ନରସିଂହ ଉପରେ ମିଶି—ଭଞ୍ଜ. ବୈଦେହୀଶବିଲାସ ]୫

ଘନିଷ୍ଟଭାବରେ ବନ୍ଧୁତା ସୂତ୍ରରେ ଆବଦ୍ଧ ହେବା — ୫. To be on very intimate terms with a person.

୬. (ଏକାଧିକ ବସ୍ତୁ) ଘନଭାବରେ ଏକତ୍ର ସଂଶ୍ଳିଷ୍ଟ ହେବା —୬. To be mixed up together.
୭. ଲୀନ ହେବା —୭. To be absorbed; to be lost in; to be swallowed up in.
୮. (ଗଣିତ) (ଏକାଧିକ ସଂଖ୍ୟା) ଏକତ୍ର ଯୋଗ କରାଯିବା ବା ଯୁକ୍ତ ହେବା — ୮. (mathematics) To be added up (said of two number).
୯. କୌଣସି ଘନ ପଦାର୍ଥ କୌଣସି ତରଳ ପଦାର୍ଥରେ ମିଲାଇ ଯିବା —୯. To be dissolved in a liquid (said of a solid thing).
୧. କୌଣସି ବ୍ୟକ୍ତି ସଙ୍ଗେ ମିଳାମିଶା କରିବା —୧୦. To mix freely with a person.
୧୧. (କଳି କରିଥିବାର ଦୁଇ ବ୍ୟକ୍ତି) ମିଳାଯିବା —୧୧. To be reconciled.
୧୨. ଅଦୃଶ୍ୟ ହେବା —୧୨. To be disapper.
୧୩. କୌଣସି ବ୍ୟକ୍ତିଙ୍କ ନିକଟରେ ଯାଇ ପହଞ୍ଚିବା — ୧୩. To reach or overtake a person.

(ଉ—ଏକ ବିଜୟେ ବୀରମଣି, ଗୋଡ଼ର ମିଶନ୍ତି ସରନି ଭୂପତି. ପ୍ରେମପଞ୍ଚାମୃତ )

୧୪. ସାଙ୍ଗ ହେବା; କୌଣସି ବ୍ୟକ୍ତିର ସହଚର ହେବା —୧୪. To accompany.

(ଉ—ବୋଲିନାହୁଁ ଦିନେ ଆସ, ଯିବା ମିଶି ଥରେ— କବିସୂର୍ଯ୍ୟ. ସଙ୍ଗୀତ )

୧୫. ସମାନ ହେବା —୧୫. To become equal to.

(ଉ—ବିଶ୍ୱାମିତ୍ର ରଜାଟି ପୂର୍ବରେ ସେଠାରେ, ତପ କରି ମିଶିଲେ ଦ୍ୱିଜଙ୍କ ସଙ୍ଗରେ —କୃଷ୍ଣସିଂହ. ମହାଭାରତ. ବନ )

୧୬. ପହଞ୍ଚିବା; ଯାଇ ମିଳିବା —୧୬. To reach.

(ଉ—କୈବଲ୍ୟ ଜ୍ଞାନ ଯେ ସନ୍ତୋଷେ ଅନ୍ତେ ପରମପଦେ ମିଶେ —ଜଗନ୍ନାଥ ଭାଗବତ )