ମିଷି

ଉଇକିଅଭିଧାନ‌ରୁ

ମିଷି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମିସ୍ ଧାତୁ= ମାପ କରିବା+କର୍ମ ଇ, ଈ)[ସମ୍ପାଦନା]

୧. ଶତ ପୁଷ୍ପା; ଶଉପ —୧. Dill seed; Pellcedanum Graveolaens.
୨. ଜଟାମାଂସୀ —୨. Indian spikenard.
୩. ପାନମହୁରୀ — ୩. Fennel.
୪. ମେଥି —୪. Fengreek.
୫. ରାତ୍ରି (ହି ଶ) —୫. Night.

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମିସ୍= ତମ୍ୱା; ମୀସ୍ସୀ=ତାମ୍ରଘଟିତ; ତୁଳ. ସଂସ୍କୃତ - ମସୀ)[ସମ୍ପାଦନା]

୧. ହୀରା କସ ଓ ତୃତିୟା ଯୋଗେ ପ୍ରସ୍ତୁତ ଦନ୍ତମଞ୍ଜନ ଗୁଣ୍ଡା — ୧. Power of copper-sulphate and green vitriol mixed up and used as tooth- powder; a black powder used as denrifice.

[ଦ୍ରଷ୍ଟବ୍ୟ —ଏହାକୁ ଦାନ୍ତରେ ଘଷିଲେ ଦାନ୍ତପାଖ କୃଷ୍ଣବର୍ଣ୍ଣ ହୁଏ ଏହା ମୁସଲମାନଙ୍କ ଅମଳରୁ ଭାରତୀୟ ନାରୀମାନେ ବ୍ୟବହାର କରିବାକୁ ଶିଖିଅଛନ୍ତି]

[ଉ—ମିଶି ଘଷିଥିବା ବିସିନୀ ଯେସନ, କରୁଥାଏ ଦାନ୍ତ୍ୟବର୍ଣ୍ଣ ଉଚ୍ଚାରଣ—ରାଧାନାଥ. ଦରବାର ]

୨. (ଇଂରାଜୀ - ମିସ୍) ଅବିବାହିତା ବାଳିକା; ମିସ୍ (ଦେଖ) - — Mis (See).

ଦେଶଜ - ଅ[ସମ୍ପାଦନା]

ଏବଂ —And.

[ଉ—କୁନ୍ଦଜ କର୍ବୀର ଛୁରୀ— ଅନା, ମିଶି ନାଗେଶ୍ୱର ଦୟଣା—ଭୂପତି. ପ୍ରେମଞ୍ଚାମୃତ ]



ମିଷି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମିଷିକା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ମିଷ୍ ଧାତୁ+କରଣେ. ଇ)[ସମ୍ପାଦନା]

୧. ଜଟାମାଂସୀ) — ୧. Spikenard; Varbiana jatamansi.
୨. ଶତପୁଷ୍ପା; ସଉପ (ହିନ୍ଦୀ - ଶ) —୨. Dill seed.
୩. ଉଶୀଳ; ବେଣାମୂଳ (ହିନ୍ଦୀ - ଶ) — ୩. The root of Benā grass.