ମୁଣ୍ଡ଼ ମୁକୁଳା

ଉଇକିଅଭିଧାନ‌ରୁ

ମୁଣ୍ଡ ମୁକୁଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଆଳୁଲାୟିତ କେଶ — ୧. Dishevelled hair of the head.
୨. ଓଢ଼ଣା ନ ଥିବା ମୁଣ୍ଡ — ୨. Unveiled head.