ମୁଦାମି

ଉଇକିଅଭିଧାନ‌ରୁ

ମୁଦାମି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷଣ - (କଚିରିଆ)—(ଆରବୀ - ମୁଦାମ୍=ସର୍ବଦା; ମୁଦାମୀ—ସର୍ବଦା ଘଟୁ ଥିବା)[ସମ୍ପାଦନା]

୧. ସ୍ଥାୟୀ; ସାର୍ବକାଳିକ —୧. Permanent.
୨. ନିରବଛନ୍ନ; ନିରନ୍ତର —୨. Continuous.
୩. ଚିରକାଳ ନିମନ୍ତେ ସ୍ଥୀରିକୃତ —୩. Settled for ever.
୪. ସର୍ବଦା ଘଟୁଥିବା —୪. Happening always; constant.

ବୈଦେଶିକ - ଅ—(ଆରବୀ - ମୁଦାମ୍)[ସମ୍ପାଦନା]

୧. ସର୍ବଦା —୧. Always; constantly.
୨. ନିରବ— ଛିନ୍ନ ଭାବରେ; ଲାଗେ ଲାଗେ —୨. Continually.
୩. ସ୍ଥାୟୀ ଭାବରେ —୩. Permanently.