ମୁନଫା

ଉଇକିଅଭିଧାନ‌ରୁ

ମୁନଫା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -(ଆରବୀ - ମୁନଫାଅତ୍; ମୁନାଫା)[ସମ୍ପାଦନା]

୧. ନଫା; ଲଭ୍ୟ; ଲାଭ —୧. Profit.
୨. ଆୟରୁ ବ୍ୟୟ ବାଦ୍ ଯାଇ ବାକି ଯାହା ଲାଭ ହୁଏ — ୨. Net profit; gain.