ମୁନାସବ୍

ଉଇକିଅଭିଧାନ‌ରୁ

ମୁନାସବ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷଣ - (କଚିରିଆ)—(ଆରବୀ - ମୁନାସୀବ୍)[ସମ୍ପାଦନା]

୧. ଅବସ୍ଥାନୂରୂପ —୧. Suitable; fitting.
୨. ଦେଶକାଳ ପାତ୍ରର ଉପଯୋଗୀ; ଯଥା— ଯୋଗ୍ୟ; ଯଥୋଚିତ —୨. Proper under the circumstances.

(ଯଥା—ପକ୍ଷମାନ ଏ ମକଦମାର ତାରିଖରେ ହାଜର ନ ହେଲେ ମୁନାସିବ୍ ହୁକୁମ ସାଦର ହେବ)

୩. ପସନ୍ଦସହି —୩. According to one's choice.
୪. ସୁବିଧାଜନକ —୪. Convenient

ବିଶେଷ୍ୟ -[ସମ୍ପାଦନା]

ପସନ୍ଦ —Choice.