ମୁସ୍ତ

ଉଇକିଅଭିଧାନ‌ରୁ

ମୁସ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ମୁସ୍ତର୍—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୁସ୍ତର୍)[ସମ୍ପାଦନା]

୧. ଥର, ବାର, ମୁଥ — ୧. Time.
୨. କିସ୍ତି —୨. Instalment.

ସଂସ୍କୃତ - ବିଶେଷ୍ୟ - (ମୁସ୍ତ୍ ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

୧. ଦୁବ ଘାସ — ୧. Cryperus Rotundus; the creeping grass.
୨. ଏକ ପ୍ରକାର ଘାସର ସୁଗନ୍ଧି ମୂଳ, ଯଥା —୨. The bulbous root of a kind of grass; cyperus Rotundus.

[ଦ୍ରଷ୍ଟବ୍ୟ —ଏହା ତିକ୍ତ, କଟୁ, ବାୟୁ— ନାଶକ, ଗ୍ରାହକ ଓ ଦୀପନ, ଏହା ପିତ୍ତ, ଅସୃକ୍, ତୃଷ୍ଣା, ଜ୍ୱର ଓ କୃମି ନାଶକ ଅନୁପଦେଶ ଜାତ ମୁଥା ପ୍ରଶସ୍ତ ]