ମୂର୍ତ୍ତି

ଉଇକିଅଭିଧାନ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  1. ପିତୁଳା; ବିଗ୍ରହ, ସ୍ଵରୂପ, ପ୍ରତିମା
  2. ଦେବପ୍ରତିମା
  3. ଦେବତାଙ୍କ ଅବତାର
  4. ଆକାର; ଆକୃତି
  5. ରୂପ
  6. କାୟା
  7. ପ୍ରକାଶିତ କାୟା ବା ଶରୀର
  8. ଅବୟବ ଅଙ୍ଗ
  9. କାଠିନ୍ୟ
  10. ଦ୍ରବ୍ୟ; ପଦାର୍ଥ
  11. ବୈଷ୍ଣବ ଓ ବ୍ରାହ୍ମଣମାନଙ୍କ ସଂଖ୍ୟା ବା ଜଣ (ମାନ୍ୟାର୍ଥକ)

ମୂର୍ତ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ଅନୁବାଦ[ସମ୍ପାଦନା]

ସଂସ୍କୃତ - ବି— (ମୂର୍ଚ୍ଛ ଧାତୁ+କର୍ତ୍ତୃ. ତି; ନିପାତନ)[ସମ୍ପାଦନା]

୧. ଆକାର; ଆକୃତି — ୧. Form; shape.
୨. ରୂପ — ୨. Figure.
୩. ପିତୁଳା; ବିଗ୍ରହ; ସ୍ୱରୂପ; ପ୍ରତିମା — ୩. Image; statue.
୪. କାୟା — ୪. Body.
୫. ପ୍ରକାଶିତ କାୟା ବା ଶରୀର — ୫. Embodiment.
୬. ଦେବତାଙ୍କ ଅବତାର — ୬. Incarnation of a deity.
୭. ଦେବପ୍ରତିମା — ୭. Idol.
୮. ଅବୟନ; ଅଙ୍ଗ — ୮. Limbs.
୯. (+ଭାବ. ତି) କାଠିନ୍ୟ — ୯. Solidity; hardness.
୧. ଦ୍ରବ୍ୟ; ପଦାର୍ଥ — ୧୦. Material thing.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ମାନ୍ୟାର୍ଥକ) ବୈଷ୍ଣବ ଓ ବ୍ରାହ୍ମଣମାନଙ୍କ ସଂଖ୍ୟା ବା ଜଣ — ୧. Number of Brāhmaṇas or Baishṇabas

(ଯଥା—ଆଜି ମୋ କୁଟୀରରେ ୪ ମୂର୍ତ୍ତି ବ୍ରାହ୍ମଣ ଭୋଜନ କଲେ)

୨. ବସ୍ତ୍ର ବା ଶାଢ଼ୀର ଖଣ୍ଡ — ୨. Piece of cloth.

(ଯଥା—ମୁଁ ବନ୍ଧୁଙ୍କ ଘରକୁ ତିନି ମୂର୍ତ୍ତି ଶାଢ଼ୀ ବେଭାର ପଠାଇଲି)

[ଦ୍ରଷ୍ଟବ୍ୟ —ଏହାର ଅପଭ୍ରଂଶ ମୁରତି,ମୁରୁତି,ମୂର୍ତ୍ତି]