ମେଲା

ଉଇକିଅଭିଧାନ‌ରୁ

ମେଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଣ—(ସଂସ୍କୃତ - ଉନ୍ମୀଳନ=କୋଲିବା)[ସମ୍ପାଦନା]

୧. ଖୋଲା; ଅନାବୃତ; ପଙ୍ଗୂଳା —୧. Open; uncovered.

[ଉ—ଗୁପତଭାବେ ମୋର ଲୀଳା; ମୋ ରୂପ ନ ଦିଶଇ ମେଲା ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ]

୨. ଉନ୍ମୀଳିତ —୨. Opened.
୩. ଅରୁଦ୍ଧ; ଅନା— ରଦ୍ଧ —୩. Unclosed; unobstructed.

[ଉ— ବାପ ପୁଅ ଦୁହେଁ ରାତି ଅନିଦ୍ରା, ମୁଗୁରା ଗାଣ୍ଡି ମେଲା ଢଗ]

୪. ପ୍ରଶସ୍ତ —୪. Spacious; wide; extensive.

ବିଶେଷ୍ୟ -[ସମ୍ପାଦନା]

୧. ଏକ ଦିଗରେ କାନ୍ଥ ଥାଇ ଆଉ ତିନି ପାଞ୍ଚେ କାନ୍ଥ ନ ଥିବା ଘର; ଦଲାଣ — ୧. A hall; a house with one wall and open on ୩ sides.

[ଉ—ଦୁଇ ସାହୁ ଯାଇ

ଠାକୁର ମେଲରେ ବସିଲେ ଫକୀରମୋହନ, ଗଳ୍ପସ୍ୱଳ୍ପ] 

[ଦ୍ରଷ୍ଟବ୍ୟ —ଅସ୍କୁଲ ମେଲା, କଚିରି ମେଲା, ପୁରୁଣା ମେଲା, ଚାହାଳି ମେଲା, ଆଖଡ଼ା ମେଲା, ଦେବୀ ମେଲା ପ୍ରଭୃତି ଶବ୍ଦରେ ମଧ୍ୟ ମେଲ ଏହି ଅର୍ଥରେ ବ୍ୟବହୃତ ହୁଏ]

୨. ଖୋଲା ଅବସ୍ଥା; କୌଣସି ସ୍ଥାନର ଉନ୍ମୁକ୍ତ ଅବସ୍ଥା —୨. Open condition of a place.
୩. ଅରୁଦ୍ଧ ସ୍ଥାନ; ଅନାବୃତ ସ୍ଥାନ —୩. Unobstructed place; open space.
୪. ଫାଙ୍କ —୪. An opening, aperture.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ହାଟ; ମେଳା —Market; fair.