ମେଲାଣିଆ

ଉଇକିଅଭିଧାନ‌ରୁ

ମେଲାଣିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ମେଲାଣୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

୧. ପ୍ରସାରିତ —୧. Extended; expanded.
୨. ଫାଙ୍ଗୁଳା (ବ୍ୟକ୍ତି); ଯେ ଆପଣାର ଜିନିସପତ୍ର ବା ପରିଧେୟ ବସ୍ତ୍ରାଦି ସମ୍ୱନ୍ଧରେ ଅସାବଧାନ —୨. Careless about one's things and dress.