ମୈଥୁନ
ମୈଥୁନ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - (ମିଥୁନ= ସ୍ତ୍ରୀ ପୁରୁଷ+କର୍ମାର୍ଥେ. ଅ)[ସମ୍ପାଦନା]
- ୧. ଅଗ୍ନ୍ୟା ଧାନାଦି ବିବାହ କର୍ମ —୧. The ceremony or rites of marriage.
- ୨. ରତିକ୍ରିୟା; ସୁରତ; ସ୍ତ୍ରୀ ପୁରୁଷାର ଶାରୀରିକ ସଂଗମ; ସଂଭୋଗ; ଇନ୍ଦ୍ରିୟଲାଳସାର ନିବୃର୍ତ୍ତୀକରଣ —୨. Copulation; cohabitation; sexual intercourse.
[ଦ୍ରଷ୍ଟବ୍ୟ — ଏହାର ଅନ୍ୟାନ୍ୟ ସଂସ୍କୃତ ନାମ— ଅନାରତ, ଅଭିମାନିତ, ଅବ୍ରହ୍ମଚର୍ଯ୍ୟକ, ଉପସୃଷ୍ଟ, ଗ୍ରାମଧର୍ମ, କ୍ରୀଡ଼ାରତ୍ନ, ତ୍ରିଭଙ୍ଗି ଧର୍ଷିତା, ନିଧୁବନ ମହା଼ସୁଖ, ରତ ବ୍ୟବାୟ, ସ୍ଥଂପ୍ରୟୋଗ ସୁରତ, ସଂଭୋଗ ଶୃଙ୍ଗାର,, ପ୍ରସକ୍ତି. ରତି , ରତିକ୍ରିୟା]
- ୩. ସ୍ତ୍ରୀ ଓ ପୁରୁଷ ମଧ୍ୟରେ ସ୍ମରଣ , କୀର୍ତ୍ତନ କେଳି, ପ୍ରେକ୍ଷଣ , ଗୃହ୍ୟଭାଷଣ ସଂକଳ୍ପ ଅଧ୍ୟବସାୟ କ୍ରିୟାନିଷ୍ପତ୍ତି —ଏହି ଅଷ୍ଟାଙ୍ଗଯୁକ୍ତ ବ୍ୟାପାର —୩. The amatory association between a male and a female (consisting of eight acts or steps.)
- ୪. ସଂସର୍ଗ — ୪. Association.