ମୈରା

ଉଇକିଅଭିଧାନ‌ରୁ

ମୈରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ମଇରା (ଦେଖ) - —୧. Mairā (see).
୨. (ନାମ) ଲର୍ଡ ମଇରା; ଭାରତର ଜନୈକ ବଡ଼ଲାଟ — ୨. Lord Moira, the Governor General and Viceroy of India from ୧୮୧୩-୧୮୨୩.

[ଦ୍ରଷ୍ଟବ୍ୟ — ଲର୍ଡ଼ ମୈରା ୧୮୧୩: —୨୩: ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଭାରତର ଗଭର୍ଣ୍ଣର ଜେନାରାଲ୍ ଥିଲେ ଏହାଙ୍କ ଅମଳରେ ଘଟିଥିବା ନେପାଳ, ଯୁଦ୍ଧ, ପିଣ୍ଡାରି ଯୁଦ୍ଧ ଓ ଶେଷ ମରହଟ୍ଟା ସମରରେ ଇଂରେଜମାନେ ଜୟଲାଭ କରିଥିଲେ]