ମୌଲବୀ

ଉଇକିଅଭିଧାନ‌ରୁ

ମୌଲବୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]

୧. ଆରବୀ ଭାଷାରେ ପଣ୍ଡିତ — ୧. A person learned in the Arabic language.
୨. ମୁସଲମାନ୍ ପଣ୍ଡିତ —୨. A Mahomedan learned man.
୩. ମୁସଲମାନ୍ ଧର୍ମଶାସ୍ତ୍ରଅଧ୍ୟାପକ —୩. A Mahomedan religious preceptor.
୪. ମୁସଲମାନ ବିଦ୍ୟାଳୟର ଆରବୀ ଓ ଫାରସୀର ଉଚ୍ଚ ଶିକ୍ଷିତ — ୪. A higher class Mahomedan teacher.

[ଦ୍ରଷ୍ଟବ୍ୟ —ଉଚ୍ଚ ଶିକ୍ଷିତ ମୁସଲମାନ ଭଦ୍ର ବ୍ୟକ୍ତିଙ୍କ ନାମର ପୂର୍ବେ ବ୍ୟବହୃତ]