ଯୋଗୀନ୍ଦ୍ର ଦାଣ୍ଡଧୁଆ

ଉଇକିଅଭିଧାନ‌ରୁ

ଯୋଗୀନ୍ଦ୍ର ଦାଣ୍ଡଧୁଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଶରୀରଭେଦ ଓ ତାନ୍ତ୍ରିକ ଯୋଗ— ସାଧନ ବିଷକ ଗୋଟିଏ ଗୀତର ନାମ —Name of a popular esoteric song.

[ଦ୍ରଷ୍ଟବ୍ୟ —ଓଡ଼ିଶାରେ କୃଷକ ଶ୍ରେଣୀର ଲୋକଙ୍କ ମୂହଁରୁ ଏ ଗୀତ ଶୁଆ ଯାଏ ଏଥିରେ ଶରୀରଭେଦ ସମ୍ୱନ୍ଧୀୟ ଅନେକ ରହସ୍ୟ ସାଧାରଣତଃ ଅବୋଧ୍ୟ ଭାଷାରେ ବର୍ଣ୍ଣିତ ଅଛି]