ରଁଚେ

ଉଇକିଅଭିଧାନ‌ରୁ

ରଁଚେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ଓବିଶେଷଣ - (ତୁଳ. ହିନ୍ଦୀ - ରଇକୋ; ରଂଚ)[ସମ୍ପାଦନା]

୧. ଟିକିଏ; ଅତି ସାମାନ୍ୟ — ୧. Slight; very little; a bit of.
୨. ଟୋପାଏ; ବୁନ୍ଦାଏ —୨. A drop of.
୩. ଖୁବ ସରୁ; ବାରିକ୍; ଖୁବ୍ ସ୍ଥୂକ୍ଷ୍ମ —୩. Very fine.