ରକ୍ତ ନୟନ

ଉଇକିଅଭିଧାନ‌ରୁ

ରକ୍ତ ନୟନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ରକ୍ତ ନୟନା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. (କର୍ମଧା)—ଲୋହିତ ଚକ୍ଷୁ —୧. Blood- shot eyes; blood-red eyes.
୨. (ବହୁବ୍ରୀହି) ତି—ତ୍ତିର ପକ୍ଷୀ —୨. The partridges; Perdix Rufa.

ବିଶେଷଣ - ପୁଂ. (ବହୁବ୍ରୀହି)[ସମ୍ପାଦନା]

ରକ୍ତଚକ୍ଷୁର୍ବିଶିଷ୍ଟ —Red-eyed.