ରକ୍ତ ମୁଖା
ରକ୍ତ ମୁଖା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷଣ - (ସଂସ୍କୃତ - ରକ୍ତ ମୁଖ)[ସମ୍ପାଦନା]
- ୧. ଜୀବ ହତ୍ୟା କରି ତାହାର ରକ୍ତ ପିଇଥିବା ଯୋଗୁଁ ଯେଉଁ ହିଂସ୍ରର ମୁହଁ ରୁଧିରାକ୍ତ ହୋଇଥାଏ —୧. (an animal) Which has recently sucked blood of its victim and has its month smeared with blood.
- ୨. ରକ୍ତ ପିପାସୁ; ରକ୍ତ ଲୋଲୁପ —୨. Blood thirsty.
[ଦ୍ରଷ୍ଟବ୍ୟ —କଥିତ ଅଛି ଯେ ଅନ୍ୟମାନଙ୍କ ରକ୍ତ ଅପେକ୍ଷା ମନୁଷ୍ୟରକ୍ତ ସୁସ୍ୱାଦୁ ଯେଉଁ ବାଘ ଥରେ ମନୁଷ୍ୟ ମାରି ମନୁଷ୍ୟର ରକ୍ତର ସ୍ୱାଦ ପାଇଥାଏ ସେ ନରରକ୍ତଲୋଲୁପ ହୁଏ ଓ ମଣିଷଖିଆ ବାଘ ବୋଲି ବିଖ୍ୟାତ ହୁଏ ସେହି ବାଘକୁ ଲୋକେ କହନ୍ତି ' ଏ ବାଘ ରକ୍ତମୁଖା ହୋଇଛି"]
- ୩. ଋତୁମତୀ (ସ୍ତ୍ରୀ) — ୩. Menstruated (woman); in her menses.