ରକ୍ତ ସମ୍ପର୍କ

ଉଇକିଅଭିଧାନ‌ରୁ

ରକ୍ତ ସମ୍ପର୍କ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ରକ୍ତ ସମ୍ୱନ୍ଧ—ଅନ୍ୟରୂପ]

ରକ୍ତ ସମ୍ପର୍କିତ, ରକ୍ତ ସମ୍ପର୍କୀୟ, ରକ୍ତ ସମ୍ପୃକ୍ତ, ରକ୍ତ ସମ୍ୱନ୍ଧ—ବିଶେଷଣ - ପୁଂ.ରୂପ

ସଂସ୍କୃତ - ବି—(ମ. ପ. ଲୋ)[ସମ୍ପାଦନା]

ଜନ୍ମ ବା ବିବାହଦ୍ୱାରା ଦୁଇଜଣଙ୍କ ମଧ୍ୟରେ ଜାତ ସମ୍ପର୍କ —Blood relationship; relationship and ties of kindred and marriage.