ରବିଖନ୍ଦ

ଉଇକିଅଭିଧାନ‌ରୁ

ରବିଖନ୍ଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ରବି ଫସଲ, ରବି ଶସ୍ୟ ଅନ୍ୟରୂପ

ଦେଶଜ - ବିଶେଷ୍ୟ - (ଆ; ରବୀ=ବସନ୍ତ କାଳ; ବସନ୍ତକାଳର ଫସଲ, କିମ୍ୱା ସଂସ୍କୃତ - ରବି;କାରଣ. ରବିକିରଣ ସାହାଯ୍ୟରେ ଏ ଫସଲ ହୁଏ)[ସମ୍ପାଦନା]

ଧାନ ଫସଲ ପରେ ଶୀତ ଓ ଖରା ଦିନ ଅର୍ଥାତ୍ ବର୍ଷାଋତୁ ପରେ ହେବା ଫସଲ —Cold Season crops; the cereals.

(ଯଥା—ବିରି, ଗହମ, ଯବ, ଚିନା, ମୁଗ କୋଳଥ, ରାଶି ବରଗୁଡ଼ି, ହରଡ଼)