ରାହାସ

ଉଇକିଅଭିଧାନ‌ରୁ

ରାହାସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ରାସ)[ସମ୍ପାଦନା]

୧. ରାସ (ଦେଖ) - —୧. Rāsa (See)
୨. ରାସଲୀଳାର ଅଭିନୟ —୨. The acting or stage-performance of Rāsa.
୩. (ପୁଂ) ରାସବିହାରୀ ଲୋକର ଡାକନାମ — ୩. Name for calling Rāsabihārī.
୪. ଯୁବକ ଯୁବତୀ ବା ରସିକ ରସିକାଙ୍କ ମଧ୍ୟରେ ପ୍ରେମଲୀଳା — ୪. Love scenes.

ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]

ରାସ୍ — Rās. (See)