ଲଉଲୀ

ଉଇକିଅଭିଧାନ‌ରୁ

ଲଉଲୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ (ସଂସ୍କୃତ - ନବ ବା ଲୌଲ୍ୟ)[ସମ୍ପାଦନା]

୧. ନବୀନା (ସ୍ତ୍ରୀ) ୧. New.
୨. କୋମଳା (ସ୍ତ୍ରୀ) —୨. Soft; tender.
୩. ପତଳା (ସ୍ତ୍ରୀ) — ୩. Thin.
୪. ଯୁବତୀ —୪. Youthful; young (woman)
୫. ପତଳାଶରୀରବିଶିଷ୍ଟ —୫. Slender-bodied.
୬. କୋମଳଶରୀରବିଶିଷ୍ଟ; ସୁକୁମାରୀ — ୬. Soft-bodied.