ଲକ୍ଷଣା ଶକ୍ତି

ଉଇକିଅଭିଧାନ‌ରୁ

ଲକ୍ଷଣା ଶକ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ବାକ୍ୟର ଶକ୍ତି ବିଶେଷ, ଯଦ୍ଦ୍ୱାରା ବାଚ୍ୟାର୍ଥ— ବୋଧ୍ୟ ଅର୍ଥ ଅସଙ୍ଗତ ହେବାରୁ ପ୍ରୟୋଜନ ବଶତଃ ଅନ୍ୟ ଲକ୍ଷଣାର୍ଥ ପ୍ରକାଶିତ ହୁଏ — The power of any sentence to convey a figurative meaning apart from its derivative one.

[ଦ୍ରଷ୍ଟବ୍ୟ — ବାଚ୍ୟାର୍ଥବୋଧ୍ୟ ପ୍ରକୃତ ଅର୍ଥ ଅସଙ୍ଗତ ହେଲେ ବାକ୍ୟର ପ୍ରୟୋଜନବଶତଃ ଯଦ୍ଦ୍ୱାରା ଅନ୍ୟ ଗୋଟିଏ ଅର୍ଥର ପ୍ରତୀତି ହୁଏ, ତାହାର ନାମ ଲକ୍ଷଣା ଶକ୍ତି ଯଥା— 'କୁଆଙ୍କ ଦାଉରୁ ଦହିକୁ ରକ୍ଷା କର' ଏହି ବାକ୍ୟରେ ଦହିକୁ ରକ୍ଷା କରିବା ବିଷୟ ପ୍ରତି ଲକ୍ଷ ରହିଅଛି; ଏପରି ସ୍ଥଳରେ 'କୁଆଙ୍କ ଦାଉରୁ' ଏହି ବାକ୍ୟାଂଶର ଅର୍ଥ 'କୁଆ ଆଦି ସମସ୍ତ ଦଧି ଖାଦକ ଜନ୍ତୁଙ୍କ ଆକ୍ରମଣରୁ ' ସାହିତ୍ୟଦର୍ପଣ]