ଲକ୍ଷ୍ମୀ ତାତ

ଉଇକିଅଭିଧାନ‌ରୁ

ଲକ୍ଷ୍ମୀ ତାତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (୬ଷ୍ଠୀ ତତ୍)[ସମ୍ପାଦନା]

୧. ସମୁଦ୍ର; (ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ବାହାରିଥିବାରୁ) —୧. Ocean.
୨. ଭୃଗୃ ଋଷି —୨. Sage Bhṛugu.