ଲକ୍ଷ୍ୟହୀନ

ଉଇକିଅଭିଧାନ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଲକ୍ଷ୍ୟହୀନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


(ଲକ୍ଷ୍ୟବିହୀନ—ଅନ୍ୟରୂପ)

(ଲକ୍ଷ୍ୟ ହୀନତା, ଲକ୍ଷବିହୀନତା—ବି)

(ଲକ୍ଷ୍ୟହୀନା, ଲକ୍ଷ୍ୟବିହୀନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍; ଲକ୍ଷ୍ୟ +ହୀନ)[ସମ୍ପାଦନା]

ଉଦ୍ଦେଶ୍ୟ ହୀନ; ଯାହାର ବା ଯେଉଁ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନ ଥାଏ — Aimless.