ଲଗାଣ
ଲଗାଣ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଲଗାଣ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଗ୍ ଧାତୁ)[ସମ୍ପାଦନା]
- ୧. ବହୁଦିନ ବ୍ୟାପୀ ଝଡ଼ ଓ ବୃଷ୍ଟି —୧. Rain or storm continuing for days togeher.
(ଉ— ନାହାକ କହିଛି ଭାରୀ ଲଗାଣ ହେବ ଫକୀରମୋହନ. ଛମାଣ ଆଠଗୁଣ୍ଠ)
- ୨. ସଂକୀର୍ତ୍ତନର ଆରମ୍ଭରେ ରାଗର ଆଳାପ —୨. The preliminary utterance of the formula of a musical tune.
ଦେଶଜ - ବିଶେଷଣ -[ସମ୍ପାଦନା]
- ୧. ପରସ୍ପର ସଂଲଗ୍ନ —୧. Attached to each other.
- ୨. ଅବିଚ୍ଛିନ୍ନ —୨. Continuous
(ଯଥା— ଲଗାଣ ବରଷା)