ଲଗେ

ଉଇକିଅଭିଧାନ‌ରୁ

ଲଗେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ପ୍ରାଦେଶିକ - (ଭତିଡ଼ି ଭାଖା)[ସମ୍ପାଦନା]

ପାଖକୁ; ନିକଟକୁ —Near; to

ପ୍ରାଦେଶିକ - (ଖଡ଼ିଆଳ ଓ ସମ୍ୱଲପୁର) ଅ[ସମ୍ପାଦନା]

ଠାରେ — In

[ଦ୍ରଷ୍ଟବ୍ୟ —ଯଥା—କେନ୍ ଲଗେ=କେଉଠାରେ]

ଦେଶଜ - ଅ[ସମ୍ପାଦନା]

ମାକଡ଼କୁ ଗୋଡ଼ାଇବା ପାଇଁ କୁକୁରଙ୍କ ପ୍ରତି ଡାକ —A hallooing used to incite dogs to chase monkeys.