ଲତପତିଆ

ଉଇକିଅଭିଧାନ‌ରୁ

ଲତପତିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଲତରପତର, ଲତରପତରିଆ—ଅନ୍ୟରୂପ)

[ଲତପ (ଲ) ତେଈ—ସ୍ତ୍ରୀ]
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଲତରା; କୋମଳ କଅଁଳିଆ — ୧. Soft; pliant; plastic; soft to pressure; yielding to the touch.
୨: (ଲକ୍ଷଣାର୍ଥେ) ପୁଂ. ଅସ୍ଥିରମନା —୨. (figurative) Fickle-minded.

୩. ଯେଉଁ ବ୍ୟକ୍ତିର ମତ ସହଜରେ ପରିବର୍ତ୍ତନ କରାଯାଇ ପାରେ; କୋମଳପ୍ରକୃତିକ —୩. Flexible; soft-hearted.
୩. ଶ୍ଳଥକର୍ମା —୩. Of wrinkled skin.