ଲଳିତା ସପ୍ତମୀ

ଉଇକିଅଭିଧାନ‌ରୁ

ଲଳିତା ସପ୍ତମୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଭାଦ୍ର ଶୁକ୍ଳା ସପ୍ତମୀ ତିଥି ଓ ସେ ଦିନ ଅନୁଷ୍ଠେୟ ବ୍ରତ; କୁକ୍କୁଟୀବ୍ରତ; କୁକ୍କୁଟୀସପ୍ତମୀ; କୋକଟବ୍ରତ —The ୭th day of the bright lunar fortnight of Bhādra.

[ଦ୍ରଷ୍ଟବ୍ୟ —ଏ ଦିନ ସ୍ତ୍ରୀମାନଙ୍କର ଓଷା ବ୍ରତଧାରିଣୀମାନେ ବାହୁରେ ଗୋଟିଏ ଡ଼େଉଁରିଆ ସହିତ ଡ଼ୋରି ବାନ୍ଧନ୍ତି ଏହି ଦିନଠାରୁ ସୋମନାଥବ୍ରତ ଆରମ୍ଭ କରାଯାଏ]