ଲାଗୁଣି(ଆଁ)

ଉଇକିଅଭିଧାନ‌ରୁ

ଲାଗୁଣି(ଆଁ)

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

୧. ମୂଳିଆ; ଦିନ ମଜୁରିଆ —୧. Day-laboure.
୨. ଲାଗୁଆ ମୂଲିଆ (ଦେଖ) - ୨. Lāguā mūliā (See)
୩. ଯେ ଚୁଗୁଲି କରେ; ଖଚୁଆ —୩. A backbiter.
୪. ଯେଉଁ ବ୍ୟକ୍ତି ତନ୍ତ୍ର ମନ୍ତ୍ରାଦି ପ୍ରୟୋଗ ପୂର୍ବକ ଅନ୍ୟ ବ୍ୟକ୍ତିଠାରେ ଡାହାଣୀ. ଭୂତ, ରୋଗଆଦି ଲଗାଏ —୪. a person who employs Tantric means or black magic to
make other people possessed with evil spirits.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

ଅବିଶ୍ରାନ୍ତ; ଅବିଚ୍ଛିନ୍ନ —Uninterrupted.