ଲାଭ କରିବା

ଉଇକିଅଭିଧାନ‌ରୁ

ଲାଭ କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଅର୍ଜନ କରିବା —୧. To earn.
୨. ପାଇବା —୨. To get.
୩. ଧନାଦି ଆୟ କରିବା —୩. To make a profit.
୪. ଆୟ ପାଇବା —୪. To get a profit.