ଲିପ୍ସିତ

ଉଇକିଅଭିଧାନ‌ରୁ

ଲିପ୍ସିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଲିପ୍ସା+ଯୁକ୍ତାର୍ଥେ. ଇତ)[ସମ୍ପାଦନା]

୧. ବାଞ୍ଛିତ — ୧. Desired; wished for; coveted after.
୨. ଅଭିଳଷିତ —୨. Eagerly sought after; longed for.
୩. ଅଭିଳାଷବିଶିଷ୍ଟ; ଲାଳାୟିତ —୩. Hankering after.