ଲେହୀ
ଲେହୀ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ଲେହିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଲିହ୍ ଧାତୁ+କର୍ତ୍ତୃ. ଇନ, ୧ମା. ୧ବ)[ସମ୍ପାଦନା]
ଯେ ଚାଟେ; ଲେହନକାରୀ —Licking.
ସଂସ୍କୃତ - ବି—[ସମ୍ପାଦନା]
ଟଙ୍କନ;ସୁହାଗ ଟାଙ୍ଗାଣା — Borax.
ଦେଶଜ - ବି[ସମ୍ପାଦନା]
ଲେହାଇ (ଦେଖ) - —Lehāi (See)
ପ୍ରାଦେଶିକ - (ଖଡ଼ିଆଳ) ବିଶେଷ୍ୟ -[ସମ୍ପାଦନା]
ରୋଗୀର ପଥ୍ୟପାଇଁ ଭାତର ଯାଉ — Gruel of rice used as an invalid's diet.