ଲୋକାୟତ

ଉଇକିଅଭିଧାନ‌ରୁ

ଲୋକାୟତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଣ (ଲୋକ+ଆ+ଯତ୍ ଧାତୁ=ଯତ୍ନ କରିବା+କର୍ତ୍ତୃ. ଅ)[ସମ୍ପାଦନା]

ଚାର୍ବାକମତାବଲମ୍ୱୀ; ନାସ୍ତିକମତାବ— ଲମ୍ୱୀ —Following the schol of philosophy propounded by Chārbāka; atheist; materialist.

[ଦ୍ରଷ୍ଟବ୍ୟ —ଏମାନେ ପରଲୋକ ମାନନ୍ତି ନାହିଁ ]

ବିଶେଷ୍ୟ -[ସମ୍ପାଦନା]

୧. ଚାର୍ବାକ ମୁନିଙ୍କ ମତ — ୧. The tenets of sage Chāabāka.
୨. ନାସ୍ତିକଦର୍ଶନଶାସ୍ତ୍ର — ୨. The Philosophy of atheism.
୩. ନାସ୍ତିକତା —୩. Atheism.
୪. ଯେଉଁ ବ୍ୟକ୍ତି ଇହଲୋକ ଛଡ଼ା ପରଲୋକ ସ୍ୱୀକାର କରେ ନାହିଁ (ହିନ୍ଦୀ - ଶ.) — ୪. A person who dose not belive in an after life.
୫. ଇହଲୋକ ଛଡ଼ା ଅନ୍ୟ ଲୋକ ନାହିଁ ଏପରି ମତବାଦ —୫. Materialism (Apte).
୬. ଇହଲୋକ ଛଡ଼ା ଯେ ଲୋକନ୍ତାରମାନେ ନାହିଁ — ୬. The materialist (Apte).