ଲୋହିତ ନଦୀ

ଉଇକିଅଭିଧାନ‌ରୁ

ଲୋହିତ ନଦୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଉତ୍ତର ଆମେରିକାର କାନାଡ଼ାଦେଶର ନଦୀବିଶେଷ —୧. The Re river; name of a river in Manitoba of Canada in North America (Lat ୪୮ N and Long ୯୭ W)

[ଦ୍ରଷ୍ଟବ୍ୟ —ଏହା ଇଉନାଇଟେଡ଼୍ ଷ୍ଟେଟସ୍ରୁ ଉତ୍ତରମୁଖ ହୋଇ କାନାଡ଼ାର ମାନିଟୋବା ପ୍ରଦେଶର ଉଇନିପେଗ୍ ହ୍ରଦରେ ପଡ଼ିଅଛି

୨. ଆମେରିକାର ଯୁକ୍ତରାଜ୍ୟର ମିସିସିପି ନଦୀର ଗୋଟିଏ ଉପନଦୀ —୨. The Red river, a tributary of the Mississipi river in the United States of America.

[ଦ୍ରଷ୍ଟବ୍ୟ —ଏହା ରକୀ ପର୍ବତର ପଶ୍ଚିମାପାର୍ଶ୍ୱରୁ ବାହାରି ମିସିସିପି ନଦୀରେ ପଡ଼ିଅଛି]