ଶଂସନ
ଶଂସନ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - (ଶଂସ ଧାତୁ+ଭାବ. ଅନ)[ସମ୍ପାଦନା]
- ୧. କଥନ — ୧. Speaking; utterance.
- ୨. ସୂଚନ — ୨. Indicating; hinting.
- ୩. ନିଶ୍ଚୟ କରି କହିବା —୩. Assurance.
- ୪. ଅଭିଳାଷ; ଇଚ୍ଛା; ବାଞ୍ଚା —୪. Wish; desire; inclination.
- ୫. ଖ୍ୟାତି; ପ୍ରଶଂସା —୫. Praise; eulogy.
- ୬. ଆଶୀର୍ବାଦ — ୬. Blessing.