ଶଂସିତ
ଶଂସିତ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷଣ - (ଶଂସ ଧାତୁ+କର୍ମ. ତ)[ସମ୍ପାଦନା]
- ୧. କଥିତ — ୧. Skoken.
- ୨. ସୂଚିତ —୨. Indicated; hinted; prefaced to.
- ୩. ଅଭିଳଷିତ; ବାଞ୍ଚିତ — ୩. Wished for; desired.
- ୪. ସ୍ତୂତ; ପ୍ରଶଂସିତ — ୪. Praised; extolled; applauded.
- ୫. ନିଶ୍ଚିତ — ୫. Certain; assured; sure.
- ୭. ଅନୁଷ୍ଠିତ; ସମ୍ପାଦିତ — ୭. Performed; done; accomplised.