ଶକଟା

ଉଇକିଅଭିଧାନ‌ରୁ

ଶକଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ନନ୍ଦରାଜାଙ୍କ ମନ୍ତ୍ରୀ; ଶକଟାର (ଦେଖ) - —Name of the minister of king Nanda.

(ଶକଟାର ଓ ଚନ୍ଦ୍ରଗୁପ୍ତ ଦେଖ) ===

ଦେଶଜ - ବି—(ସଂସ୍କୃତ - ଶକଟ; ଏଥିରେ ଶକଟର ଚିତ୍ରଯୁକକ୍ତ ପଟ ଥିବାରୁ)[ସମ୍ପାଦନା]

ଏକପ୍ରକାର ଦ୍ୟୂତ କ୍ରୀଡ଼ା —A kind of country card game.

[ଉ—ଖେଳାଇଲା ପଶା ଶକଟା ନିରନ୍ତରେ କୃଷ୍ଣସିଂହ. ମହାଭାରତ. ବନ]

[ଦ୍ରଷ୍ଟବ୍ୟ —ଏଥିରେ ତାସ୍ ଓ ଗଞ୍ଜାପାପରି ଚିତ୍ରପଟମାନଙ୍କକଦ୍ୱାରା ଖେଳ ହୁଏ; ବାଜି ରଖାଯାଏ]

ପ୍ରାଦେଶିକ - (ଗଡ଼ାଜାତ) ବିଶେଷ୍ୟ -[ସମ୍ପାଦନା]

ପାଳୁଅ ବା ହଳଦୀ ଜାତୀୟ ଗୁଳ୍ମ —A shrub resembling Pāḻua or turmeric.

[ଦ୍ରଷ୍ଟବ୍ୟ —ଏହାର ମୂଳକକୁ ଘୋରି ପାଳୁଅ ସଙ୍ଗେ ମିଶାନ୍ତି ଖାଇବାକୁ ଏହା କଷା ଲାଗେ]