ଶକାରି

ଉଇକିଅଭିଧାନ‌ରୁ

ଶକାରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶକାନ୍ତକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଶକମାନଙ୍କର ଅରି; ୬ଷ୍ଠୀ ତତ୍)[ସମ୍ପାଦନା]

ଉଜ୍ଜୟିନୀର ହିନ୍ଦୁରାଜା ବିକ୍ରମାଦିତ୍ୟ —The Hindu king Bikramāditya of Ujjayinī who defeated the scythians.

[ଦ୍ରଷ୍ଟବ୍ୟ —ଏ ଶକମାନଙ୍କୁ ପରାସ୍ତ କରି ଭାରତରେ ହିନ୍ଦୁରାଜ୍ୟର ପୁନଃ— ସ୍ଥାପନ କରିଥିଲେ]