ଶକୁନ୍ତି
ଶକୁନ୍ତି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ଶକୁନ୍ତା, ଶକୁନ୍ତୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଂ—(ଶକ ଧାତୁ+କର୍ତ୍ତୃ. ଉନ୍ତ; ଉନ୍ତି)[ସମ୍ପାଦନା]
- ୧. ପକ୍ଷୀ —୧. Bird.
- ୨. ଶକୁନି; ଗୃଧ୍ର — ୨. Vulture.
- ୩. ଭାସନାମକ ଗୃଧ୍ର ଜାତୀୟ ପକ୍ଷୀ —୩. A species of vulture.
- ୪. ଏକ ପ୍ରକାର କୀଟ —୪. A species of insects
- ୫. ବିଶ୍ୱାମିତ୍ରଙ୍କ ପୁଅର ନାମ (ହିନ୍ଦୀ - ଶ.) —୫. Name of the son of Biṡwāmitra.