ଶକ୍ତିବିଦ୍ଧ

ଉଇକିଅଭିଧାନ‌ରୁ

ଶକ୍ତିବିଦ୍ଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶକ୍ତିବିଦ୍ଧା—ସ୍ତ୍ରୀ) 

(ଶକ୍ତିବେଧ—ବିଶେଷ୍ୟ)

ସଂସ୍କୃତ - ବିଶେଷଣ - ପୁଂ—(ଶକ୍ତିଦ୍ୱାରା ବିଦ୍ଧ; ୩ୟା ତତ୍)[ସମ୍ପାଦନା]

ଶକ୍ତି ନାମକ ଅସ୍ତ୍ର ଯାହାର ଦେହକୁ ଭେଦ କରିଥାଏ — Pierced by the Ṡakti weapon.