ଶକ୍ତୀ

ଉଇକିଅଭିଧାନ‌ରୁ

ଶକ୍ତୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ମାତ୍ରିକ ଛନ୍ଦୋବିଶେଷ —Name of a syllabic metrre.

ଦ୍ର—ଏଥିର ପ୍ରତ୍ୟେକ ଚରଣରେ ୧୮: ମାତ୍ରା ଥାଏ ଏଥିରେ ପ୍ରଥମ, ୬ଷ୍ଠ, ୧୧ଶ ଓ ୧୬ଶ ଲଘୁ ଏହି ଛନ୍ଦ ଭୂଜଙ୍ଗୀ ଓ ଚନ୍ଦ୍ରିକା ବୃତ୍ତର ଢ଼ଙ୍ଗରେ ରଚିତ ଏହି ଛନ୍ଦ ଫାର୍ସୀଭାଷାର 'କରୀମା ବବଖ୍ସାୟ ବରହାଲମା' କିହସ୍ତମ୍ ଅସୀରେ କମନ୍ଦେ ହବା' ବୃତ୍ତ ସଙ୍ଗେ ମିଳେ—ହିନ୍ଦୀ - ଶ.]