ଶଗଡ଼ ଢିପିଢିପେଇଲା; ଓପର (ତଳ) ପାଟିରେ ଦାନ୍ତ ନାହିଁ, ଅଇଁଠା ଚଟେଇଲା
ଯେଉଁ ବାଳକ ବା ବାଳିକାଙ୍କର ଦୁଧ ଦାନ୍ତ ପଡ଼ିଯାଇ ନୂଆ ଦାନ୍ତ ଉଠି ନ ଥାଏ, ତାକୁ ସାଙ୍ଗ ପିଲାଏ ଏହି ଗୀତ ପଦକ ବୋଲି ଚିଡ଼ାନ୍ତି —A doggerel used by children to those of them who have lost their milk teeth.