ଶତ ପତ୍ର

ଉଇକିଅଭିଧାନ‌ରୁ

ଶତ ପତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶତପତ୍ରକ—ଅନ୍ୟରୂପ)

(ଶତପତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ଶତ ଅଟେ ପତ୍ର ଯାହାର; ବହୁବ୍ରୀହି)[ସମ୍ପାଦନା]

୧. ପଦ୍ମ (ଦେଖ) - —୧. Louts; Nelumbium Speciosum.
୨. ମୟୁର — ୨. Peacock.
୩. ସାରସ ପକ୍ଷୀ — ୩. Indian crane.
୪. ଶୁକ —୪. Parrot.
୫. ଶତପକ୍ଷୀ (ଦେଖ) - (ହିନ୍ଦୀ - ଶ) —୬. Ṡatapatrī (See)
୭. ମଇନା; ଶାରିକା (ହିନ୍ଦୀ - ଶ) —୭. Myna bird.
୮. ବୃହସ୍ପତି (ହିନ୍ଦୀ - ଶ) —୮. The planet Jupiter.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ଶହେ ପତ୍ରବିଶିଷ୍ଟ — ୧. Having a hundred leaves.
୨. ଶହେ ପାଖୁଡ଼ା ବିଶିଷ୍ଟ —୨. Hundred-petalled.
୩. ଶହେ ପକ୍ଷ ବିଶିଷ୍ଟ —୩. Hundred-feathered.