ଶନିବାର ଗଣ୍ଡା

ଉଇକିଅଭିଧାନ‌ରୁ

ଶନିବାର ଗଣ୍ଡା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ)—ବିଶେଷ୍ୟ - (ତୁଳ. ହିନ୍ଦୀ - ଶନିବାର)[ସମ୍ପାଦନା]

ପ୍ରତି ଶନିବାରରେ ଚାଟଶାଳିରେ ପ୍ରତ୍ୟେକ ଛାତ୍ରଙ୍କଠାରୁ ଗୁରୁଙ୍କର ପ୍ରାପ୍ୟ ଚାରିବୋଡ଼ି କଉଡ଼ି —୨୦ pieces of cowries paid to the teacher by his pupils on every Saturday.

(ଦ୍ର—ବିହାର ପ୍ରନ୍ତର ପ୍ରରମେରୀ ସ୍କୁଲମାନଙ୍କରେ ପ୍ରତି ଶନିବାର ପ୍ରତ୍ୟେକ ଛାତ୍ର ଘରୁ ୧ପାଆ ଚାଉଳ, ୧ପଇସା ଓ ଗୋଟିଏ ଗୁଆ ସ୍କୁଲକୁ ଆଣନ୍ତି ପିଲାମାନେ ସଂଗୃହୀତ

ପଇସା ମଧ୍ୟରୁ କିଛି ଅଂଶରେ ଗୁଡ଼ ଆଦି ଆଣି କେତେକ ଚାଉଳକୁ ବତୁରାଇ ତା ସଙ୍ଗେ ଗୁଡ଼ ମିଶାଇ ଗଣେଶଙ୍କ ସ୍ତବ ପାଠ କରନ୍ତି ଓ ଉକ୍ତ ଗୁଡ଼ ଚାଉଳ ଛାତ୍ରମାନଙ୍କ ମଧ୍ୟରେ ବଣ୍ଟାଯାଏ ବାକି ଚାଉଳ, ଗୁଡ଼ ଓ ଗୁଆ ଗୁରୁ ନିଅନ୍ତି ଏ ପ୍ରଥାକୁ ହିନ୍ଦିରେ 'ଶନିଚରୀ' ବୋଲାଯାଏ]