ଶଲ୍ୟ ବିଦ୍ୟା

ଉଇକିଅଭିଧାନ‌ରୁ

ଶଲ୍ୟ ବିଦ୍ୟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଶବକ୍ୟବଚ୍ଛେଦ ବିଦ୍ୟା; ଦେହରେ ଅସ୍ତ୍ରପୋଚାର ବିଦ୍ୟା —୧. Science of surgery; science of dissection.
୨. ଦେହରେ ପଶିଥିବା କଣ୍ଟା ଆଦି କାଢ଼ିବା ବିଦ୍ୟା —୨. The science dealing with the extraction of foreign bodies from the body.