ଶାଧା

ଉଇକିଅଭିଧାନ‌ରୁ

ଶାଧା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଶ୍ୱେତ,ସିତ; ଫ. ସାଦାହ୍)[ସମ୍ପାଦନା]

୧. ଶୁକ୍ଳ; ଶ୍ୱେତ; ଧଳା —୧. White.

[ଦ୍ରଷ୍ଟବ୍ୟ —ଫୁଲ, ଫଳ ଆଦିର ଧଳା— ଶ୍ରେଣିକୁ ଶାଧା ବୋଲାଯାଏ ଯଥା—ଶାଧା ଗୋଲାପ; ଶାଧା ଚମ୍ପା, ଶାଧା ମନ୍ଦାର, ଶାଧା ଧାତୁରା, ଶାଧା କାକୁଡ଼ି, ଶାଧା ମକା, ଶାଧା ଭେଣ୍ଡି,ଶାଧା ପିଆଜ, ଶାଦା ଫୁଲ ]

୨. ସହଜସାଧ୍ୟ —୨. Easy of solution.
୩. ଅନଳଂକୃତ; କାରୁକାର୍ଯ୍ୟହୀନ —୩. Plain; unadorned.
୪. ଅଲେଖା —୪. Unwritten; blank.
୫. ନିଷ୍କପଟ; ସରଳ (ବ୍ୟକ୍ତି) —୫. Frank.
୬. ସବଳଭାବଯୁକ୍ତ (ବ୍ୟକ୍ତି) —୬. Artless; simple (person).
୭. ଯାହା କଡ଼ା ନୁହେ — ୭. Mild; not harsh.
୮. ସହଜ ପାଚ୍ୟ — ୮. Easily; digestened.
୯. ଗଚ୍ ରେଜିଷ୍ଟରି — ୯. Registered.
୧. ମସଲା ଦିଆଯାଇ ନ ଥିବା (ତରକାରୀ) —୧୦. Unspiced.