ଶୀଘ୍ର ବେଧୀ

ଉଇକିଅଭିଧାନ‌ରୁ

ଶୀଘ୍ର ବେଧୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶୀଘ୍ରବେଧିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶୀଘ୍ର+ବିଧ୍ ଧାତୁ=ବିଦ୍ଧ କରିବା+ କର୍ତ୍ତୃ. ଇନ୍; ୧ମା. ୧ବ)[ସମ୍ପାଦନା]

୧. ଦ୍ରୁତବେଧ— କାରୀ; ଯାହା କୌଣସି ବସ୍ତୁର ଶୀଘ୍ର ବିଦ୍ଧ କରେ (ଯଥା—ବାଣ, ଶର, ମୁନିଆ ବା ଦାଢୁଆ ଅସ୍ତ୍ର ବା ଶସ୍ତ୍ର) —୧. Piercing swiftly.
୨. କ୍ଷିପ୍ରକାରୀ; ଲଘୁହସ୍ତ —୨. Deft-handed; prompt; quick.