ଶୀତ କଟାଇବା
ଶୀତ କଟାଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ଶୀତ ବିତା[ତେ]ଇବା—ଅନ୍ୟରୂପ]
ଅନୁବାଦ[ସମ୍ପାଦନା]
ଶୀତ କଟାଇବା
|
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. ଶୀତ କାଳ ବିତାଇ ଦେବା; ଶୀତ ଋତୁ ଭୋଗ କରିବା ବା ଯାପନ କରିବା — ୧. To pass the cold season.
(ଉ—ଏ ବର୍ଷ ଖଣ୍ଡେ କୁରୁତା ମୁ ଶୀତ କାଟାଇଲି)
- ୨. ଶୀତ କଷ୍ଟକୁ ସମ୍ଭାଳିବା; ଶୀତର ଦାଉରୁ ରକ୍ଷା ପାଇବା —୨. To overcome the pangs of cold.