ଶୀତ କଟେଇବା

ଉଇକିଅଭିଧାନ‌ରୁ

ଶୀତ କଟେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶୀତ ବିତା[ତେ]ଇବା—ଅନ୍ୟରୂପ]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଶୀତ କାଳ ବିତାଇ ଦେବା; ଶୀତ ଋତୁ ଭୋଗ କରିବା ବା ଯାପନ କରିବା — ୧. To pass the cold season.

(ଉ—ଏ ବର୍ଷ ଖଣ୍ଡେ କୁରୁତା ମୁ ଶୀତ କାଟାଇଲି)

୨. ଶୀତ କଷ୍ଟକୁ ସମ୍ଭାଳିବା; ଶୀତର ଦାଉରୁ ରକ୍ଷା ପାଇବା —୨. To overcome the pangs of cold.