ଶୀତ ପ୍ରଧାନ

ଉଇକିଅଭିଧାନ‌ରୁ

ଶୀତ ପ୍ରଧାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି, ଶୀତ ଅଟେ ପ୍ରଧାନ ଯହିଁରେ)[ସମ୍ପାଦନା]

୧. ଅଧିକ ଶୈତ୍ୟ ବିଶିଷ୍ଟ; ଅତିରିକ୍ତ ଶୀତଳ — ୧. Excessively chill; frigid; very cold.
୨. ଯେଉଁ ଦେଶରେ ବା ଅଞ୍ଚଳରେ ଶୀତଋତୁ ଅଧିକକାଳ— ସ୍ଥାୟୀ ହୁଏ —୨. (a place) Where winter or cold season predominates or lasts longer then elsewhere.